Browsing Tag

#puri

ରଥ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ପୁରୀ: ମଇ ୧୨: କିଛି ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଏଥିଲାଗି ହେଉଛି ଜୋରଦାର ପ୍ରସ୍ତୁତି । ଠାକୁରଙ୍କ ରଥ ର୍ନିମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫେସର ରଜତ କର

ପୁରୀ: ମେ ୦୯: ଆଜି ପୁରୀର ସ୍ୱର୍ଗଦ୍ୱାରରେ ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ପ୍ରଫେସର କର ଗତକାଲି ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜ୍ୟେଷ୍ଠପୁତ୍ର…

ପାସେଞ୍ଜରକୁ ଏକ୍ସପ୍ରେସ୍‌ ନାମ ଦେଇ ଭଣ୍ଡାଉଛି ରେଳବାଇ

ସମ୍ବଲପୁର : ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍‌ ନାମରେ ଯାତ୍ରୀଙ୍କୁ ଭଣ୍ଡାଉଛି ରେଳ ବିଭାଗ । ପୂର୍ବରୁ ଏହି ଟ୍ରେନ ଟି ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର (୫୮୧୩୧-୫୮୧୩୨) ନାମରେ ଚାଲୁଥିଲା । ରାଉରକେଲାରୁ ପୁରୀ…

ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ

ପୁରୀ:ଜାନୁଆରୀ୧୫: ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ କର।ଯ।ଇଛି। ଏହି ମଶ।ଲକୁ ଡ।କ୍ତରଖ।ନ। ଛକ, ବଳଗଣ୍ଡି, ମ।ର୍କେଟ ଛକ, ବିଗବଜ।ର, ମର୍ଚ୍ଚିକୋଟ, ସିଂହଦ୍ବ।ରରେ ପ୍ରଶ।ସନ ଓ କ୍ରୀଡ।…

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକିୟ।

ପୁରୀ: ଜାନୁଆରୀ ୦୧: ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟ। । ପୁରୀ ଜିଲ୍ଲ।ପ।ଳ, ଉପଜିଲ୍ଲ।ପ।ଳ, ଏସପି ଓ ଅନ୍ୟ ପ୍ରଶ।ସନିକ ଅଧିକ।ରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଐତିହ କରିଡର ପ।ଇଁ ଦୁଇ ମ।ସ ପରେ ଆଜି ପୁଣି…

ବାତ୍ୟା ଜୱାଦର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରରୁ ଆସିବ ଟିମ୍‌

ଭୁବନେଶ୍ୱର: ଡିସେମ୍ବର ୧୧: ବାତ୍ୟା ଜୱାଦରେ କୃଷକଙ୍କ ଅମଳକ୍ଷମ ଶସ୍ୟ ସବୁ ନଷ୍ଟ ହୋଇଯାଇଛି । ଆଉ କେତେକ ଚାଷୀଙ୍କ ଚାରା ସବୁ ପଚି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏହିପରି ପରିସ୍ଥିତିରେ ଚାଷୀ କିଭଳି ବ୍ୟାଙ୍କ ଋଣ ପରିଶୋଧ…

ଦୁର୍ବଳ ହେଉଛି ଜୱାଦ୍‌

ଭୁବନେଶ୍ୱର: ଡିସେମ୍ବର ୦୪: ବାତ୍ୟା ଜୱ।ଦ, ବର୍ତ୍ତମ।ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସ।ଗରରେ ଅବସ୍ଥିତ, ଆସନ୍ତାକାଲି ପୁରୀରେ ଅବତରଣ କରିବ। ପୂର୍ବରୁ ଏହା ଦୁର୍ବଳ ହେବ।ର ସମ୍ଭ।ବନ। ରହିଛି ବୋଲି ଗତକାଲି ଭ।ରତ ପ।ଣିପ।ଗ…

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ

ପୁରୀ: ଜୁଲାଇ ୩୧: (ସବ୍ୟୁ):ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅଚାନକ ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ଡ ରେ ଥିବା ଟ୍ୟାପ୍‌ରୁ ମନ୍ତ୍ରୀ ଜଳ…

ଦେଶର ପ୍ରଥମ ସହର ଭାବେ ପୁରୀ ରେ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’

ପୁରୀ:(ସବ୍ୟୁ): ଜୁଲାଇ ୨୭: ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି…

ସ୍ୟାଣ୍ଡ ଆନିମେସନ୍‌ରେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ

ପୁରୀ: (ସବ୍ୟୁ): ଜୁଲାଇ ୨୫: ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ମହିଳା ଭାରଉତ୍ତଳୋନକାରୀ ମୀରାବାଇ ଚାନୁଙ୍କୁ ସ୍ୟାଣ୍ଡ ଆନିମେସନ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ…