ଓଡ଼ିଶା ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ Jul 25, 2021 ପୁରୀ(ସବ୍ୟୁ): ଜୁଲାଇ ୨୫: ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ କରିବା ପରେ ମହାପ୍ରଭୁଙ୍କୁ ନବଦିନ ଯାତ୍ରାରେ ନେବା ଆଣିବା କରିଥିବା ସୁସଜ୍ଜିତ ୩ଟି ରଥକୁ ଭଙ୍ଗାଯିବା କାର୍ଯ୍ୟ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଛି ।…
ଓଡ଼ିଶା ଉପଲବ୍ଧ ହେଲା ନୀଳାଚଳ ଅବଢା Jul 25, 2021 ପୁରୀ(ସବ୍ୟୁ): ଜୁଲାଇ ୨୫: ରତ୍ନ ସିଂହାସନାରୂଢ ହେବା ପରେ ୨୪ ତାରିଖରୁ ଚତୁର୍ଦ୍ଧାମୂତ୍ତିଙ୍କଠାରେ ଅନ୍ନ ମହାପ୍ରସାଦ ଭୋଗ କରାଯାଇଛି । ବହୁଶ୍ରଦ୍ଧାଳୁ ନୀଳା ଚଳ ଅବଢା ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପରମ୍ପରା…
ଓଡ଼ିଶା ରଥଯାତ୍ରା, ଜଗନ୍ନାଥ ଦର୍ଶନ ଓ ଦର୍ଶନୀ ବନ୍ତ Jul 21, 2021 ରିପୋର୍ଟ : ଜ୍ଞାନ ରଞ୍ଜନ ବିଶ୍ୱାଳ ପୁରୀ: ଜୁଲାଇ ୨୧: ପୁରୀ ଜିଲ୍ଲାର ଅର୍କକ୍ଷେତ୍ର କୋଣାର୍କ ନିକଟ ରେ ଗୋଧନପଡ଼ା ନାଁ ରେ ଗୋଟିଏ ଗାଁ ଅଛି I ଏହି ଗାଁ ରେ ଗୋଟିଏ ବିଶାଳ ସୁଦୀର୍ଘ ବାଲିବନ୍ତ ରହିଛି। ଏହା ଦର୍ଶନୀ…
ଓଡ଼ିଶା ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ Jul 20, 2021 ଭୁବନେଶ୍ୱର: ଜୁଲାଇ ୨୦: କୋଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ…
ଓଡ଼ିଶା ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ Jul 20, 2021 ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ…
ଓଡ଼ିଶା ମହାପ୍ରଭୁ ପିନ୍ଧିଲେ ପାଟରାକ୍ଷୀ: ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ Aug 4, 2020 ପୁରୀ: ଅଗଷ୍ଟ ୪:(ସବ୍ୟୁ):ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ପାଟରାକ୍ଷୀ ଲାଗି କରାଯାଇଛି । ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ…
ଓଡ଼ିଶା ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା Aug 2, 2020 ଭୁବନେଶ୍ୱର : ଅଗଷ୍ଟ ୦୨:ସୋମବାର ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ,…
ଓଡ଼ିଶା ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର Jul 2, 2020 ଭୁବନେଶ୍ୱର : ଜୁଲାଇ ୦୨:ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ।ଲୀଳାଖେଳା ସାରି ମାଉସୀ ମାଙ୍କ ଘରୁ ଫେରିବା ପରେ ଗୁରୁବାର ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା…
ଓଡ଼ିଶା ରାତି ପାହିଲେ ସୁନାବେଶ; ସିଂହଦ୍ୱାରରେ ଲାଗିଲା ତିନି ରଥ Jul 1, 2020 ଭୁବନେଶ୍ୱର : ଜୁଲାଇ ୦୧:ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଞ୍ଚିବା ପରେ ବାହୁଡ଼ା ଯାତ୍ରା ଶେଷ…
ଓଡ଼ିଶା ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ Jun 30, 2020 ଭୁବନେଶ୍ୱର : ଜୁନ ୩୦:ରାତି ପାହିଲେ ବାହୁଡା । ରଥଯାତ୍ରାର ବିବରଣୀ ସିଧାପ୍ରସାରଣ ପରେ ଏବେ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେର ମଧ୍ୟ ସିଧାପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ ।…