Browsing Tag

#puri

ବାହୁଡା ପ୍ରସ୍ତୁତି; ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ : ଜୁନ ୨୮:ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ବିଜେ ହୋଇଥିଲା ଆଜ୍ଞାମାଳ ।…

ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ମହାପ୍ରଭୂଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ…

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ

ପୁରୀ, ୨୩ା୬ (ସବୁ୍ୟ) : ଅଭୂତପୂର୍ବ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନିରଥ। ନୀତିନିର୍ଘଣ୍ଟର ଏକଘଣ୍ଟା ୨୫ମିନିଟ୍‌ ବିଳମ୍ବରେ ନୀତି ଆରମ୍ଭ ହୋଇଥିଲେ…

ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ୱ ଆନନ୍ଦିତ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଜୁନ ୨୩:ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିବାର ସଦସ୍ୟଙ୍କ ସହ ନୂଆଦିଲ୍ଲୀ ହଜଖାସ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ…

ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ; ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ

ଭୁବନେଶ୍ୱର : ଜୁନ ୨୩:ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ପବିତ୍ର ଘୋଷଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ…

ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଜୁନ ୨୧:ପୁରୀ ରଥଯାତ୍ରା ବନ୍ଦ ହେବା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ପାଇଁ ହୋଇଛି ଯୋଜନାବଦ୍ଧ ଯୋଜନା । ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ…

ରଥଯାତ୍ରା ବିବାଦ; ସୁପ୍ରିମକୋର୍ଟରେ ଶୁଣାଣୀ ସୋମବାର

ଭୁବନେଶ୍ୱର : ଜୁନ ୨୧:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ନେଇ ସୋମବାର ସୁପ୍ରକୋର୍ଟରେ ଶୁଣାଣି ହେବ । ରଥଯାତ୍ରା ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି । ସୋମବାର ସୁପ୍ରମକୋର୍ଟରେ ଦିନ ୧୧ଟାରେ ଜଣିକିଆ…

ରଥଯାତ୍ରା ପ୍ରସଙ୍ଗ; ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ଭୁବନେଶ୍ୱର :ଜୁନ ୨୧: ରଥଯାତ୍ରା ସଂପର୍କରେ ସୋମବାର ସୁପ୍ରିମକୋର୍ଟଙ୍କ ଚୁଡାନ୍ତ ରାୟ ଆସିବାକୁ ଥିବାବେଳେ ରବିବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ବିନା ଭକ୍ତରେ…

ରଥଯାତ୍ରା ପୁନଃବିଚାର ପାଇଁ ଆବେଦନ; ସୁପ୍ରିମକୋର୍ଟରେ ଆଉ ଦୁଇଟି ପିଟିସନ

ଭୁବନେଶ୍ୱର: ଜୁନ ୧୯:ପୁରୀ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ ଦାଖଲ ହୋଇଛି । ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଗୋଟିଏ ଓ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଆଉ ଗୋଟିଏ ପିଟିସନ…

ଶଙ୍କରାଚାର୍ଯ୍ୟ ନୀତିକାନ୍ତି ନିଷ୍ପତ୍ତି ନେବେ : ଗଜପତି

ଭୁବନେଶ୍ୱର(ସବୁ୍ୟ) : ଜୁନ ୧୮:ରଥ ଯାତ୍ରାକୁ ବନ୍ଦ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବ । କି;ୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀ…