ରାଜ୍ୟରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୮୮୬ ସଂକ୍ରମିତ ଏବଂ ୧୬ ମୃତ
ଭୁବନେଶ୍ୱର: ଫେବୃଆରୀ ୧୭ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧, ୪୯୨ ସ୍ୱାବ ଟେଷ୍ଟ ମଧ୍ୟରୁ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୬୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି ।…