ଓଡ଼ିଶା ୨୪ ଘଣ୍ଟାରେ ରାଜ୍ୟରେ ୫୨୯ କରୋନା ସଂକ୍ରମିତ ଓ ୬ ମୃତ Oct 12, 2021 ଭୁବନେଶ୍ୱର: ଅକେଫାବର ୧୨ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୬, ୦୯୩ ସ୍ୱାବ ଟେଷ୍ଟ ମଧ୍ୟରୁ ୫୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି ।…