ଜାଣନ୍ତୁ ଶୀତଦିନେ ମୂଳା ଖାଇଲେ କଣ ମିଳିବ ଲାଭ: ହାର୍ଟ ସମସ୍ୟା ଦୂର କରେ, ବିପି କଣ୍ଟ୍ରୋଲ କରେ
ଶୀତ ଦିନେ ମୂଳା ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ମୂଳାର ଔଷଧୀୟ ଗୁଣ ଆମ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ବଢାଇଥାଏ । ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ । ବହୁ ଲୋକ ଏହାକୁ ସାଲାଡ ସହ…