ଖେଳ ନାଡାଲଙ୍କ ସହ ଶେଷ ମ୍ୟାଚ ଖେଳିବେ ଫେଡେରର Sep 23, 2022 ଲଣ୍ଡନ : କ୍ୟାରିୟର ସାରା ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ପେନ୍ ତାରକା ରାଫେଲ ନାଡାଲଙ୍କ ସହ ଖେଳିଆସିଥିବାସ୍ୱିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ନିଜର ବିଦାୟୀ ମ୍ୟାଚରେ ଏକାଠି ଖେଳିବାକୁ ଇଛା ଜାହିର କରିଛନ୍ତି ।…
ଖେଳ ୟୁଏସ୍ ଓପନ ପ୍ରିକ୍ୱାର୍ଟରରେ ନାଦାଲ, ଅଲକାରାଜ, ସ୍ୱିତେକ Sep 6, 2022 ନୁ୍ୟୟର୍କ : ଚଳିତ ୟୁଏସ୍ ଓପନରେ ପ୍ରିକ୍ୱାର୍ଟର ଫାଇନାଲରେ ଦୁଇ ସ୍ପେନ୍ ତାରକା ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ ଓ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲକାରାଜଙ୍କ ସହ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଈଗା…
ଖେଳ ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ Jun 2, 2022 ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର…
ଖେଳ ଫ୍ରେଞ୍ଚ ଓପନ୍ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ May 31, 2022 ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ…