ଦେଶ- ବିଦେଶ ରାହୁଲଙ୍କ ପରେ ଇଡି କାର୍ଯ୍ୟାଳୟରେ ଏବେ ସୋନିଆଙ୍କ ପାଳି Jul 12, 2022 ନୂଆଦିଲ୍ଲୀ: ଜୁଲାଇ ୧୨: ଗାନ୍ଧୀ ପରିବାର ପଛରେ ଫୁଲ ଦମରେ ଲାଗି ପଡିଛି ଇଡି । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲï ସହ ଜଡିତ ମନି…
ଦେଶ- ବିଦେଶ ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ Jun 24, 2022 ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ।…
ଅପରାଧ ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ Jun 21, 2022 ନୂଆଦିଲ୍ଲୀ: ଜୁନ ୨୧: ନ୍ୟାସନାଲ ହେରାଲï ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ…
ଦେଶ- ବିଦେଶ ୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା Jun 21, 2022 ନୂଆଦିଲ୍ଲୀ: ଜୁନ୍ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯…
ରାଜନୀତି ରାହୁଲଙ୍କ ଇଡିରେ ହାଜର ନେଇ ଚର୍ଚ୍ଚା Jun 20, 2022 ନୂଆଦିଲ୍ଲୀ: ଜୁନ ୨୦: ଇଡି କାର୍ଯ୍ୟାଳୟରେ ପହଁଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଚତୁର୍ଥ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର…
ରାଜନୀତି ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ Jun 18, 2022 ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ…
ଦେଶ- ବିଦେଶ ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ Jun 9, 2022 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ…
ଅପରାଧ ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍ ଜାରି Jun 3, 2022 ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍ ହେରାଲଡ ମାମଲାରେ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ପ୍ରତି ସାନି ସମନ୍ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍ ୨…
ଦେଶ- ବିଦେଶ ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ Jun 2, 2022 ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍ ହେରାଲଡ୍ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍ ମାମଲାରେ ଜେରା ପାଇଁ ସମନ୍ ନେଇ ରାହୁଲ୍ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ…
ଦେଶ- ବିଦେଶ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍ ଦେଲା ଇଡି Jun 1, 2022 ନୂଆଦିଲ୍ଲୀ: ଜୁନ୍ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ…