ଓଡ଼ିଶା ରଥ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି May 12, 2022 ପୁରୀ: ମଇ ୧୨: କିଛି ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଏଥିଲାଗି ହେଉଛି ଜୋରଦାର ପ୍ରସ୍ତୁତି । ଠାକୁରଙ୍କ ରଥ ର୍ନିମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା…