Browsing Tag

rbi

ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ

ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍‌ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି…

ଆରବିଆଇ ଆରମ୍ଭ କରିବ ଡିଜିଟାଲ କରୋନ୍‌ସି

ଦିଲ୍ଲୀ: ଫେବୃଆରୀ ୧: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ଆରବିଆଇ ଦେଶରେ ଡିଜିଟାଲ କରେନ୍‌ସି ପ୍ରଚଳନ କରିବ ବୋଲି ଅର୍ଥମନ୍ତ୍ରୀ…

ଆସନ୍ତା ବର୍ଷ ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଡିସେମ୍ବର ୩୦: ଆସନ୍ତ। ବର୍ଷ ଜ।ନୁଆରୀ ମାସଠାରୁ ରିଜର୍ଭ ବ୍ୟ।ଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟ।ଙ୍କ୍ ଛୁଟି ଦିନ ଗୁଡ଼ିକର ତ।ଲିକ। ଜ।ରି କର।ଯ।ଇଛି। ଆସନ୍ତ। ଜ।ନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟ।ଙ୍କ୍ ।…

୨ ଦିନିଆ ବ୍ୟ।ଙ୍କ ଧର୍ମଘଟ

ଭୁବନେଶ୍ୱର:ଡିସେମ୍ବର ୧୬: ୨ ଦିନିଆ ବ୍ୟ।ଙ୍କ ଧର୍ମଘଟ । ସରକ।ରଙ୍କ ବ୍ୟ।ଙ୍କ ଘରୋଇକରଣ ବିରୋଧରେ ବ୍ୟ।ଙ୍କ ୟୁନିଅନ ଦୁଇଦିନିଆ ଧର୍ମଘଟ ଘୋଷଣ। କରିଛନ୍ତି । ଏହି ଧର୍ମଘଟ ଦ୍ବ।ର। ଆଜି ଓ କ।ଲି ବ୍ୟ।ଙ୍କ ସେବ। ପ୍ରଭ।ବିତ ହେବ ।…

ଆରବିଆଇ ରେପୋ ହ।ର ୪% ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଡିସେମ୍ବର ୦୮: ରିଜର୍ଭ ବ୍ୟ।ଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକ।ନ୍ତ ଦ।ସ ଘୋଷଣ। କରିଛନ୍ତି ଯେ ଆରବିଆଇ ମୁଦ୍ର।ନୀତି କେନ୍ଦ୍ରୀୟ ବ୍ୟ।ଙ୍କ ମୁଖ୍ୟ ହ।ରକୁ ଅପରିବର୍ତ୍ତିତ ରଖିବ।କୁ ନିଷ୍ପତ୍ତି ନେଇଛି । ନୂତନ…

ଜ।ନୁଆରୀରୁ ଏଟିଏମର ବ୍ୟବହ।ର ହେବ ମହଙ୍ଗ।

ଭୁବନେଶ୍ୱର: ଡିସେମ୍ବର ୦୩: ନୂଆ ବର୍ଷରେ ଏଟିଏମ୍ ବ୍ୟବହ।ର ମହଙ୍ଗ। ହେବ।କୁ ଯ।ଉଛି । ଜ।ନୁୟ।ରୀ ୧, ୨୦୨୨ ରୁ ଆରବିଆଇ ସମସ୍ତ ବ୍ୟ।ଙ୍କକୁ ଏଟିଏମ୍ କ।ରବ।ର ପ।ଇଁ ଦେୟ ବୃଦ୍ଧି କରିବ।କୁ କହିଛି। ଆରବିଆଇ ବ୍ୟ।ଙ୍କଗୁଡ଼ିକୁ ଦେୟ…