ପୁଣି ଦେଶରେ ବଢ଼ିଲାଣି କରୋନା: ୨୪ ଘଣ୍ଟାରେ ୨ ହଜାରରୁ ଅଧିକ ସଂକ୍ରମିତ ଓ ୫୬ ମୃତ
ଦିଲ୍ଲୀ: ଏପ୍ରିଲ ୨୧ : ଦୁଇ ଦିନ ହେବ ଦେଶରେ କରୋନ ଗ୍ରାଫ୍ ପୁଣି ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୩୮୦ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ…