ୱାନଡେ ସିରିଜ୍ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍ଟିମାଟମ୍
ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି…