Browsing Tag

Russia

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ

ଲଣ୍ଡନ: ସେପ୍‌ଟେମ୍ବର ୧୯ରେ ବ୍ରିଟେନକୁ ସର୍ବାଧିକ ସମୟ ଧରି ଶାସନ କରିଥିବା ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କରାଯିବ । ୧୯୬୫ରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ରାଜକୀୟ…

ଭ।ରତ ଗସ୍ତରେ ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ

ନୂଆଦିଲ୍ଲୀ: ଡିସେମ୍ବର ୦୬: ଆଜି ଭ।ରତ ଗସ୍ତରେ ଆସୁଛନ୍ତି ଋଷିଆ ର।ଷ୍ଟ୍ରପତି ଭ୍ଲ।ଦମୀର ପୁତିନ । ପୁତିନ ୨୧ତମ ଭ।ରତ-ଋଷିଆ ବ।ର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବ।କୁ ଭ।ରତ ଆସୁଛନ୍ତି। ଏହି ସମ୍ମିଳୀନ ର।ଜଧ।ନୀ ଦିଲ୍ଲୀରେ…

ଯୁଦ୍ଧ ପାଇଁ ସଜବାଜ; ରୁଷ୍‌ରୁ ଆସିବ ଆଉ ୩୩ ଲଢୁଆ ବିମାନ

ନୂଆଦିଲ୍ଲୀ : ଜୁଲାଇ ୦୨: ଲଦାଖରେ ଚୀନ ଓ ଭାରତ ସୀମାବିବାଦ ଜନୀତ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷର ହଜାର ହଜାର ସୈନ୍ୟ ସୀମାନ୍ତରେ ଠୁଳ ହୋଇଛନ୍ତି । କେତେବେଳେ ଯେ, କଣ ଘଟିବ ତାହା କହିବା ମୁସ୍କିଲ…

ଋଷଠାରୁ ଭାରତ କିଣିବ ଏସ୍‌-୪୦୦ ଆଣ୍ଟି ମିସାଇଲ ସିଷ୍ଟମ : ରୁଷ ଗଲେ ରାଜନାଥ

ନୂଆଦିଲ୍ଲୀ :ଜୁନ ୨୨: ଲଦାଖରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ ନିଜକୁ…