Browsing Tag

Russia-Ukraine crisis

ଯୁଦ୍ଧ ସମୟରେ ପ୍ରଥମ ଥର ପୁଟିନ ଓ ଜାତି ସଂଘ ମୁଖ୍ୟଙ୍କ ୱାନ୍‌ ଟୁ ୱାନ୍‌ କଥାବାର୍ତ୍ତା

ୱାସିଂଟନ୍‌ : ଏପ୍ରିଲ ୨୮: ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୱାନ୍‌ ଟୁ ୱାନ୍‌ ଆଲୋଚାନା କରିଛନ୍ତି । ସେହି ଆଲୋଚନା ବୈଠକରେ…

ୟୁକ୍ରେନ୍‌ର ରେଳ ଭିତ୍ତିଭୂମିକୁ ଟାର୍ଗେଟ୍‌ କରୁଛି ଋଷ୍‌, ଘଣ୍ଟାକ ମଧ୍ୟରେ ୫ ଷ୍ଟେସନ ଧ୍ୱଂସ

ମସ୍କୋ: ଏପ୍ରିଲ ୨୬: ଋଷ୍‌ ଗତକାଲି ନୂଆ ରଣନୀତି ଆପଣେଇଛି । ଏଥିରେ ୟୁକ୍ରେନବାସୀଙ୍କର ବିଶେଷ କ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସୋମବାରଠାରୁ ୟୁକ୍ରେନର ରେଳ ଭିତ୍ତିଭୂମିକୁ ଲଗାତାର ଭାବେ ଟାର୍ଗେଟ କରୁଛି ଋଷ୍‌…

ୟୁକ୍ରେନ୍‌କୁ ସାହାଯ୍ୟର ହାତ ବଢ଼ାଇଲା ବ୍ରିଟେନ୍‌: ପଠାଇବ ୬ ହଜାର କ୍ଷେପଣାସ୍ତ୍ର

ଲଣ୍ଡନ: ମାର୍ଚ୍ଚ ୨୪: ଋଷ୍‌ ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୨୯ ଦିନ ହେଲେ ମଧ୍ୟ ଯୁଦ୍ଧର ବିଭୀଷିକା କମ୍‌ ହେବା ପରିବର୍ତ୍ତେ ବଢ଼ି ବଢ଼ି ଚାଲୁଛି । ଋଷର ଆକ୍ରମଣରେ ୟୁକ୍ରେନ୍‌ର ଆର୍ଥିକ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ପଡ଼ିଛି କହିଲେ…

ମାରିଉପୋଲ ସହର ଆତ୍ମସମର୍ପଣ କରିବ ନାହିଁଁ: ୟୁକ୍ରେନ୍‌

ଦିଲ୍ଲୀ: ମାର୍ଚ୍ଚ ୨୧ : ଆଜିକୁ ଯୁଦ୍ଧର ୨୬ ଦିନ ପୂରିଗଲା । ତଥାପି ଋଷ ସେନା ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି । ଋଷ୍‌ ଏବେ ୟୁକ୍ରେନ୍‌ର ମୁଖ୍ୟ ବନ୍ଦର ସହର ମାରିଉପୋଲ ଉପରେ ଦୃଷ୍ଟି ପକାଇଛି । ସେହି ସହରକୁ…

ଯୁଦ୍ଧ ପାଇଁ ଦେଖାଯାଇପାରେ ଖାଦ୍ୟ ସଙ୍କଟ: ମିଳିତ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ : ମାର୍ଚ୍ଚ ୧୫: ଋଷ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ସାରା ବିଶ୍ୱକୁ ଭୋଗୀବାକୁ ପଡ଼ିବ । ବିଶେଷ କରି ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡିକ ଅଧିକ ପ୍ରଭାବିତ ହେବେ । ଏନେଇ ମିଳିତ…

ଋଷ-ୟୁକ୍ରେନ ଯୁଦ୍ଧରେ ବ୍ୟବହାର ହୋଇପାରେ ଜୈବିକ ଓ ରାସାୟନିକ ଅସ୍ତ୍ରଶସ୍ତ୍ର

ଋଷ-ୟୁକ୍ରେନ ଯୁଦ୍ଧ ଧୀରେ ଧୀରେ ତୀବ୍ରତର ଓ ଭୟଙ୍କର ହୋଇଉଠିଛି । ଆଧୁନକି ବନ୍ଧୁକ, ତୋପ, ବୋମା ଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି । କେବଳ ଏତିକିରେ ଶେଷ ହୋଇନାହିଁ, ପରସ୍ପରକୁ…

ୟୁକ୍ରେନ୍‌ ସେନାରେ ଯୋଗ ଦେଲେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର ୱାଲି

କିବ୍‌: ରୁଷ୍‌ ସେନାର ଅମାନବୀୟ ଆକ୍ରମଣ ବିପକ୍ଷରେ ଲଢ଼ିବା ପାଇଁ ଏହି ସପ୍ତାହରେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର୍‌ ତଥା ଶ୍ରେଷ୍ଠ ବନ୍ଧୁକଚାଳକ ୱାଲି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି । ସେ ୟୁକ୍ରେନ୍‌ ସେନାରେ ଯୋଗ ଦେଇ ଋଷୀୟ ସେନାକୁ…

ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ

ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ…

ୟୁକ୍ରେନ୍‌ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ

କିଭ୍‌ : ପ୍ରଥମେ କରୋନା ମହାମାରୀ ଓ ଏବେ ଯୁଦ୍ଧ ବିଶ୍ୱର ବୃହତ ‘ଭଡ଼ା ଗର୍ଭ’ ବା ‘ସରୋଗେସୀ’ ବ୍ୟବସାୟ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ଶହଶହ ଶିଶୁ ଏବେ ବୋମାନିରୋଧୀ ଆଶ୍ରୟ କେନ୍ଦ୍ର ପାଲଟିଥିବା ହୋଟେଲ ଓ ଅନ୍ୟ ସ୍ଥାନରେ ନିଜର…

ଋଷ୍‌କୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିବେଦନ

କିଭ୍‌: ମାର୍ଚ୍ଚ ୦୯ : ଆଜି ରୁଷ -ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ ଦିନ ହେଲା । ଏହାରି ମଧ୍ୟରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବା ସହିତ ବହୁ ଲୋକ ମୃତୁ୍ୟବରଣ କଲେଣି । ଋଷ୍‌ର ଅମାନବୀୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ…