ୟୁକ୍ରେନ୍ ଉପରେ ଆକ୍ରମଣକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ଋଷର ସାଧାରଣ ନାଗରିକ
ନୂଆଦିଲ୍ଲୀ: ଫେବୃଆରୀ ୨୮: ୟୁକ୍ରେନ୍ ଉପରେ ଅମାନବୀୟ ଭାବରେ ଲଗାତାର ହେଉଥିବା ଆକ୍ରମଣକୁ ବିରୋଧ କରି ଋଷୀୟ ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଓ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ଗୋଲାପ ଫୁଲ ଧରି…