ବିଶ୍ବ ଜି-୨୦ ସମ୍ମିଳନୀରେ ଭାଗ ନେବେନି ପୁଟିନ Nov 10, 2022 ଜାକର୍ତା: ଭାରତ ପ୍ରଥମର ପାଇଁ ଜି-୨୦(ଗ୍ରୁପ୍ ଅଫ୍ ଟେ୍ୱଣ୍ଟ) ଭଳି ବିଶ୍ୱ ଆର୍ଥିକ ସମ୍ମିଳନୀକୁ ଅଧ୍ୟକ୍ଷ କରୁଥିବାରୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଲୋଗୋ ଉନ୍ମୋଚନ କରିଥିଲେ । ଏହାକୁ ନେଇ ଦେଶବାସୀ…
ବିଶ୍ବ ରୁଷୀୟ ସେନାକୁ ପୁଟିନଙ୍କ ଚେତାବନୀ, ଯୁଦ୍ଧରେ ପଛଘୁଞ୍ଚା ଦେଲେ ଗୁଳି Nov 7, 2022 ମସ୍କୋ: ଯୁଦ୍ଧ ଲଢ଼, ନହେଲେ ଗୁଳି ଖାଅ । ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ…
ବିଶ୍ବ ରୁଷକୁ ଟକର ଦେଉଛି ୟୁକ୍ରେନ Sep 14, 2022 କିଭ : ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ ଫଳରେ ରକ୍ତାକ୍ତ ହୋଇପଡ଼ିଥିଲା ଅସହାୟ ୟୁକ୍ରେନ । ହା ହା ଚିତ୍କାରରେ କମ୍ପୁଥିଲା ପରିବେଶ, ବାରମ୍ବାର ଗୁଳିକାଣ୍ଡ ଆକ୍ରମଣରେ ୟୁକ୍ରେନ ଅଣନିଶ୍ୱାସୀ ହୋଇପଡ଼ିଥିଲା । ରୁଷକୁ…
ବିଶ୍ବ ୟୁକ୍ରେନର ଅତର୍କିତ ଆକ୍ରମଣ ପଛଘୁଞ୍ଚା ଦେଲେ ରୁଷ ସୈନ୍ୟ Sep 13, 2022 କିଭ୍ : ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଅପ୍ରତ୍ୟାଶିତ ମୋଡ଼ ନେବା ଆରମ୍ଭ କରିଛି । ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଚକିତ କରିଦେଇଛନ୍ତି । ଏପରିକି ରୁଷ ଦ୍ୱାରା ଗତ ୬ ମାସ ହେଲା…
ବିଶ୍ବ ୧୦ଟି ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ଅର୍ଥ ଦେବେ ପୁଟିନ Aug 18, 2022 ଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଓ କରୋନା ମହାମାରୀ ଯୋଗୁଁ ଋଷର ଜନସଂଖ୍ୟା କମିବାକୁ ଲାଗିଲାଣି । ଏଣୁ ଜନସଂଖ୍ୟା ବଢ଼ାଇବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ଏକ ନୂଆ ଯୋଜନା ପ୍ରସାର କରିଛନ୍ତି ।…
ବିଶ୍ବ ୟୁକ୍ରେନ୍ ଯୁଦ୍ଧରେ ୭୫ ହଜାର ରୁଷ୍ ସେନ୍ୟ ମୃତ Jul 30, 2022 ୱାସିଂଟନ: ୟୁକ୍ରେନ୍ ସହ ଯୁଦ୍ଧରେ ରୁଷିଆର କେତେ ସେନ୍ୟ ମରିଛନ୍ତି ତା’ର ଏକ ଆକଳନ କରିଛି ଆମେରିକା । ନିକଟରେ ୟୁକ୍ରେନ୍ ଗସ୍ତ କରିଥିବା ଜଣେ ସାଂସଦ ବୁଧବାର କହିଛନ୍ତି ଯେ ଆମେରିକାର ବୈଦେଶିକ ବିଭାଗ, ପ୍ରତିରକ୍ଷା ବିଭାଗ…
ବିଶ୍ବ ୟୁକ୍ରେନକୁ ୧୬୦୦ ଟ୍ୟାଙ୍କ ବିଧ୍ୱଂସକାରୀ ଅସ୍ତ୍ର ଦେବ ବ୍ରିଟେନ୍ Jul 22, 2022 ଲଣ୍ଡନ: ଆମେରିକା ପରେ ବ୍ରିଟେନ ମଧ୍ୟ ୟୁକ୍ରେନକୁ ଆଉକିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେବାକୁ ଘୋଷଣା କରିଛି । ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ୱାଲେସ କହିଛନ୍ତି ଯେ ୟୁକ୍ରେନକୁ ଆଉ କିଛି ଆର୍ଟିଲାରୀ ଗନ ଓ ପ୍ରାୟ ୧୬୦୦…
ଦେଶ- ବିଦେଶ ଯୁଦ୍ଧ ଯୋଗୁଁ ଋଷ୍ରେ ଫସିଛି ଭାରତର କୋଟିରୁ ଅଧିକ ଟଙ୍କାର ଲାଭାଶଂ May 28, 2022 ଦିଲ୍ଲୀ: ମେ ୨୮: ଋଷ୍ ଓ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ କେବଳ ସେହି ଦୁଇ ଦେଶ ଉପରେ ପଡ଼ୁନାହିଁ, ବରଂ ଅନ୍ୟ ଦେଶମାନଙ୍କ ଉପରେ ମଧ୍ୟ ବେଶ୍ ପଡ଼ିଛି । ଯୁଦ୍ଧ ପ୍ରଭାବରେ କେଉଁଠି ଖାଦ୍ୟାଭାବ ଦେଖାଗଲାଣି ତ’ ଆଉ କେଉଁ ଦେଶରେ…
ବିଶ୍ବ ରାଜଧାନୀ କିଭ୍ ସୁରକ୍ଷା ସକାଶେ ବନ୍ୟା କରି ଋଷ୍ ସେନାଙ୍କୁ ବାଧା ଦେଲେ ୟୁକ୍ରେନ୍ର ଗ୍ରାମବାସୀ Apr 29, 2022 କିଭ୍: ଏପ୍ରିଲ ୨୯: ଋଷ୍ ସେନାଙ୍କୁ ରାଜଧାନୀ କିଭ୍ଠାରୁ ଦୂରେଇ ରଖିବା ପାଇଁ ୟୁକ୍ରେନ୍ ଗ୍ରାମବାସୀମାନେ ବନ୍ୟା କରି ପଥ ବନ୍ଦ କରିଦେଇଥିବା ସୂଚନା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି । ସୂଚନା ମୁତାବକ, କିଭ୍ର…
ବିଶ୍ବ ୟୁକ୍ରେନ୍କୁ ମସ୍କୋର ଧମକ: କିଭ୍ର ‘କମାଣ୍ଡ ସେଣ୍ଟର’କୁ ଉଡ଼ାଇ ଦେବୁ Apr 14, 2022 ମସ୍କୋ: ଏପ୍ରିଲ ୧୪: ଋଷ୍-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ପ୍ରଖର ହେବାରେ ଲାଗିଛି । ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବାରେ ବିରତି ନେଉନାହାନ୍ତି । ଋଷ୍ ଯେପରି ୟୁକ୍ରେନ୍କୁ ବଳ ଦେଖାଉଛି, ୟୁକ୍ରେନ୍ ମଧ୍ୟ ଠିକ୍ ତାହାର…