Browsing Tag

S Jothimani

୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର

ନୂଆଦିଲ୍ଲୀ : ଲୋକସଭାରୁ ଜୁଲାଇ ୨୫ରେ କଂଗ୍ରେସର ୪ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ ବିର୍ଲା । ଗୃହରେ ହଟ୍ଟଗୋଳ କରୁଥିବାରୁ ୪ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ସୋମବାର ବାଚସ୍ପତି ଓମ ର୍ବିଲା ଚାରିଜଣ…