Browsing Tag

sad news

ଡେଙ୍ଗୁ ଆତଙ୍କ: ଗଉଡଲେଲିବାଡି ଗ୍ରାମରେ ୩ଦିନରେ ୨ ମୃତ

ରାୟଗଡା,ସେପ୍‌ଟେମ୍ବର ୨୦: ରାୟଗଡା ଜିଲା କୋଲନରା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅନ୍ତର୍ଗତ ଗଉଡଲେଲିବାଡି ଗ୍ରାମରେ ଏବେ ଡେଙ୍ଗୁ ଆତଙ୍କ । ଘରେ ଘରେ ଲୋକେ ଖଟିଆରେ ପଡି ଜ୍ୱରରେ ଶଢ଼ୁଛନ୍ତି । ଗୋଟିଏ ଗୋଟିଏ ସାହିକୁ କବଜା…

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କ ପରଲୋକ

ଦିଲ୍ଲୀ: ସେପ୍‌ଟେମ୍ବର ୧୩: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଆଜି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବହୁ…

ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା

ଦିଲ୍ଲୀ: ସେପ୍‌ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା…

ଅଭିନେତା ଅକ୍ଷୟ କୁମାର ମାଆଙ୍କ ଦେହାନ୍ତ

ମୁମ୍ବାଇ: ସେପ୍‌ଟେମ୍ବର ୮: ଆରପାରିରେ ବଲିଉଡ୍‌ ଅଭିନେତା ଅକ୍ଷୟକୁମାରଙ୍କ ମାଆ ଅରୁଣା ଭାଟିଆ । ଅନେକ ଦିନ ଧରି ରୋଗରେ ପଡିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।…

ପ୍ରଶଂସକଙ୍କ ହୃଦୟରେ ସର୍ବଦା ଅମର ରହିବେ ଅଭିନେତା ସିଦ୍ଧାର୍ଥ

ଦିଲ୍ଲୀ: ସେପ୍‌ଟେମ୍ବର ୨: ହିନ୍ଦୀ ଧାରାବାହିକର ଦିଗ୍‌ଗଜ ଅଭିନେତା ତଥା ବିଗ୍‌ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତକାଲି ରାତିରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ତେବେ ଛାତିରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ଯୁବକଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଅଗଷ୍ଟ ୧୯: ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ କରୋନାରେ…