ଓଡ଼ିଶା ଦୈନିକ ହେବ ୧୫ ହଜାର କୋଭିଡ୍ ପରୀକ୍ଷଣ May 7, 2020 Edited By Papu Mohanty ଭୁବନେଶ୍ୱର(ସବୁ୍ୟ): 07/05: ଓଡ଼ିଶାରେ କୋଭିଡ୍ ପରୀକ୍ଷଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଜରୁରି ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦,୫୧୪ଟି ନମୁନା ପରୀକ୍ଷଣ ହୋଇଛି ।…