Browsing Tag

Salman Khan

ପରଦାକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଦବଙ୍ଗ ୪

ମୁମ୍ବାଇ: ଜୁଲାଇ ୦୮: ବଲିଉଡର ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଆଗକୁ ଆସୁଛି ଅନେକ ଫିଲ୍ମ । ସେହି ଲିଶଫରେ ସାମିଲ୍‌ ଅଛି ଟାଇଗର୍‌ ୩, ନୋ ଏଣ୍ଟ୍ରି ୨ ଓ କଭି ଇଦ୍‌ କଭି ଦିୱାଲୀ ଭଳି ଇଣ୍ଟ୍ରେଷ୍ଟିଙ୍ଗ୍‌ ସିନେମା । ତେବେ…

ଏକା ସାଙ୍ଗରେ ପରଦାରେ ଆସିବେ ସଲମାନ୍‌ ଓ ସାହାରୁଖ୍‌

ମୁମ୍ୱାଇ: ଜୁଲାଅ ୦୫: ବଲିଉଡର ଦୁଇ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହରୁଖ ଖାନଙ୍କ ନାଁରେ ବଲିଉଡ ଜଣାଶୁଣା କହିଲେ ଚଳେ । ଏହି ଦୁଇ ଅଭିନେତା ଏବେ ସେମାନଙ୍କ ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍‌ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ…

ଫିଲ୍ମରେ ଏକାଥରେ ୧୦ ଜଣଙ୍କ ସହ ରୋମାନ୍ସ କରିବେ ସଲମାନ

ମୁମ୍ବାଇ: ଜୁନ ୧୭: ବଲିଉଡରେ ଦବଙ୍ଗ ଖାନ୍‌ ଭାବେ ବେଶ୍‌ ପରିଚିତ ସଲମାନ ଖାନ୍‌ । ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କି;ୁ ନିକଟରେ…

ଜଣା ପଡିଲା କିଏ ଦେଇଥିଲା ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି

ମୁମ୍ବାଇ: ଜୁନ ୧୦: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ କାହାର ହାତ ଅଛି ସେସମ୍ପର୍କରେ ପୋଲିସ୍‌ ହାତରେ ସୁରାଗ ଲାଗିଛି । ସଲମାନଙ୍କ ବାପା ସଲିମ ଖାନଙ୍କୁ ଧମକପୂର୍ଣ୍ଣ ଚିଠି…

ପୁଣି ଅଡୁଆରେ ସଲମାନ ଖାନ୍‌

ମୁମ୍ବାଇ: ମାର୍ଚ୍ଚ ୨୩: ବିଭିନ୍ନ ସମସ୍ୟାରେ ପୂର୍ବରୁ ଫସିଛନ୍ତି ସଲ୍ଲìଭାଇ ଓରଫ ସଲମାନ ଖାନ୍‌ । ତେବେ ଏବେ ପୁଣି ଏକ ସମସ୍ୟାର ସାମ୍ନା କରୁଛନ୍ତି ଭାଇଜାନ୍‌ । ସୁଚନା ରହିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ ଜଣେ…

ଫୁଲ ଦମରେ ଆସୁଛି ଟାଇଗର-୩

ମୁମ୍ୱାଇ: ମାର୍ଚ୍ଚ ୦୫: ପୁଣି ବଡ ପରଦାରେ ଜଲବା ଦେଖାଇବେ ସଲମାନ ଓ କ୍ୟାଟ୍। ଦମଦାର ଆକ୍ସନ ଓ ଭରପୁର ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩…

ଡେଟିଂକୁ ନେଇ ଚର୍ଚ୍ଚାରେ ସଈ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପ୍ରତିଦିନ କୌଣସି ନା କୌଣସି ଷ୍ଟାରଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଖବର ମିଛିଯି ଯେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମାଞ୍ଜରେକରଙ୍କ ତନୟା ସଈ ମାଞ୍ଜେରକର…

ବିଗବସ ୱିନର ହେଲେ ତେଜସ୍ୱୀ ପ୍ରକାଶ

ନୂଆଦିଲ୍ଳୀ: ଜାନୁଆରୀ ୩୧: କଲର୍ସ ଟିଭିର ଲୋକପ୍ରିୟ ଶୋ ବିଗ୍ବସ୍ ତାର ବିଜେତା ଘୋଷଣ। କରିଛି । ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକ।ଶ ବିଗ ବସ୍ ସିଜିନ-୧୫ର ବିଜେତ। ହୋଇଛନ୍ତି । ଫ।ଇନ।ଲ ଦୌଡ଼ରୁ କରଣ…

ମୁନିଙ୍କୁ ମିଳିଲା ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର

ନୂଆଦିଲ୍ଳୀ: ଜାନୁଆରୀ ୧୨: ଫିଲ୍ମ ବଜରଙ୍ଗୀ ଭ।ଇଜ।ନରେ ମୁନି ଭୂମିକ।ରେ ଅଭିନୟ କରିଥିବ। ହର୍ଷ।ଲି ମଲହୋତ୍ର।ଙ୍କୁ ମିଳିଲା ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର। ଫିଲ୍ମରେ ହର୍ଷାଲିଙ୍କ ଚରିତ୍ର ସମସ୍ତଙ୍କୁ ବେଶ୍‌…

‘ଦ-ବ୍ୟାଙ୍ଗ୍‌ ଟୁର୍‌’ରୁ ବାଦ୍‌ ପଡ଼ିଲେ ଜ୍ୟାକଲିନ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏସମୟରେ ‘ଦ-ବ୍ୟାଙ୍ଗ୍‌ ଟୁର୍‌’ରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ଅନେକ ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ନଜର ଆସିବେ । ସେମାନଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ, ସଈ ମାଞ୍ଜରେକର, ପ୍ରଭୁ…