ମନୋରଞ୍ଜନ ରିଲିଜ ହେଲା ଫିଲ୍ମ ପଠାନର ଡେଟ୍ Mar 3, 2022 ମୁମ୍ବାଇ: ମାର୍ଚ୍ଚ ୦୩ : ବହୁ ଦିନ ପରେ ନଜର ଆସିବେ ବଲିଉଡର କିଙ୍ଗ ଖାନ୍ ଶାହରୁଖ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି…
ମନୋରଞ୍ଜନ ଶାହାରୁଖଙ୍କ ନାୟିକାକୁ ନେଇ ଚର୍ଚ୍ଚା Oct 29, 2021 ମୁମ୍ବାଇ: ହିଟ୍ ତାମିଲ ନିର୍ଦ୍ଦେଶକ ଏଟଲି କୁମାର ବଲିଉଡ୍ କିଙ୍ଗ୍ ଖାନ ଶାହରୁଖଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଫିଲ୍ମର ନାମ ‘ଲାୟନ’ ରଖାଯାଇଛି ଏବଂଚଳିତ ମାସରୁ ହିଁ ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମ…
ମନୋରଞ୍ଜନ ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍ସିବି ପୋଲିସ Oct 21, 2021 ମୁମ୍ବାଇ: ଅକ୍ଟୋବର ୨୧: ଡ୍ରଗ୍ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି ।…