ଜିଲ୍ଲା ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ Jun 14, 2022 ବୌଦ୍ଧ : ଭେଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହର ରାଜନପାଲିର ପାର୍ଥ ସାରଥି ମହାନ୍ତିଙ୍କ ଘରେ ଶଳା ସୌରଭ ପଟ୍ଟନାୟକ ରହିଆସୁଥିଲୋ ଦେହ ଖରାପ…