ଓଡ଼ିଶା ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା Jun 21, 2020 ଭୁବନେଶ୍ୱର : ଜୁନ ୨୧:ପୁରୀ ରଥଯାତ୍ରା ବନ୍ଦ ହେବା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ପାଇଁ ହୋଇଛି ଯୋଜନାବଦ୍ଧ ଯୋଜନା । ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ…