ରାଜନୀତି ମହାରାଷ୍ଟ୍ର ରାଜନୀତି: ଥମୁନି ଶରଦ ପାୱାରଙ୍କ ପାୱାର Jul 4, 2022 ନୂଆଦିଲ୍ଲୀ: ଜୁଲାଇ ୦୪: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ବୟାନବାଜି । ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ଆସନ ଯିତିବା ପରେ ପାୱାରଙ୍କ ପାୱାର ଥମିବାର ନାଁ ଧରୁନି । ଏହାସହ ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ରହିପାରିବ…