ବିଶ୍ବ ୧୪ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ରେକର୍ଡ କଲେ ୭୦ ବର୍ଷୀୟ May 3, 2022 ଆମେରିକାର ୭୦ ବର୍ଷୀୟ ମାଇକେଲ୍ କିସ୍ ପ୍ରମାଣ କରିଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା । ନିକଟରେ ସେ ୧୪ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ୧୦୦ ମିଟରର ଦୌଡ଼ ସମାପ୍ତ କରିଛନ୍ତି । କିସ୍ଙ୍କର ଏହି ଅଦମ୍ୟ ସାହାସ ଏବଂ ବିଶ୍ୱାସ…