ବିଶ୍ବ ଫ୍ରାନ୍ସର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେଲେ ଏଲିଜାବେଥ ବୋର୍ନ May 17, 2022 ପ୍ୟାରିସ: ମେ ୧୭: ଗତକାଲି ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଏଲିଜାବେଥ ବୋର୍ନ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ୬୧ ବର୍ଷ ବୟସ ଓ ସେ ଜେନ୍ କାଷ୍ଟେସ୍ଙ୍କ ଉତ୍ତରାଧିକାରୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଜେନ୍…