ଜିଲ୍ଲା ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ May 14, 2022 ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ (୨୮) । ଗତ ୭ ବର୍ଷ ପୂର୍ବେ ତାଙ୍କ ଗୋଡ଼ ଦରଜ ହେବା ଆରମ୍ଭ ହେଲା । ବାରମ୍ବାର…
ଜିଲ୍ଲା ଆକ୍ସନ ମୁଡ଼ରେ ପରିବହନ ବିଭାଗ : ରାତି ଅଧିଆ ଚେକିଂ May 9, 2022 ସୋନପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବରେ ଗାଡ଼ି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି…
ଜିଲ୍ଲା ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ Oct 28, 2021 ସୋନପୁର: ଅକ୍ଟୋବର ୨୮: ସୁବର୍ଣ୍ଣପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି । ସହରର ମୁଖ୍ୟ ରାସ୍ତାରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣଙ୍କୁ ସଚେତନ କରାଉଛନ୍ତି ପ୍ରଶାସନିକ ଅଧିକାରୀ ଓ…
ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ Oct 8, 2021 ସୋନପୁର : ଗତକାଲି ଫୁଡ୍ସ ଏନେ®ାର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋନପୁର ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ୱ ଠେଲା ଦୋକାନରେ ଚଉ କରାଯାଇଛି । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ପକ୍ଷରୁ…