Browsing Tag

Sonia Gandhi

ଦ୍ୱିତୀୟ ଥର ଜେରା ପାଇଁ ସୋନିଆଙ୍କୁ ଡାକିଲା ଇଡି : ରାହୁଲଙ୍କୁ ଅଟକ କଲା ପୋଲିସ

ଦିଲ୍ଳୀ: ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ ଆଜି ପୁଣି କଂଗ୍ରେସ ପାର୍ଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଡ଼କାଇଛି । ଇଡି ଦ୍ୱିତୀୟ ଥର ଜେରା ପାଇଁ ଡାକିଥିବାରୁ କଂଗ୍ରେସ କର୍ମୀମାନେ ଏହାକୁ…

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଜୁନ ୨୮: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି…

ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି ।…

ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଜୁନ ୨୧: ନ୍ୟାସନାଲ ହେରାଲï ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ…

୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା

ନୂଆଦିଲ୍ଲୀ: ଜୁନ୍‌ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯…

ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜୁନ ୧୩: ନ୍ୟାସନାଲ ହେରାଲï ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ନିଜର…

ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍‌ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ…

ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି

ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍‌ ହେରାଲଡ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨…

ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍‌ ହେରାଲଡ୍‌ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା ପାଇଁ ସମନ୍‌ ନେଇ ରାହୁଲ୍‌ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ…

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି

ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ…