ବିଶ୍ବ ସାଉଦି ଆରବରେ ହେବ ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା Jun 2, 2022 ନୂଆଦିଲ୍ଲୀ: ଜୁନ ୨: ସାଉଦି ଆରବ ବିଶ୍ୱର ସବର୍ବୃହତ କୋଠା ର୍ନିମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନିଓମ୍ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ । ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍…
ବିଶ୍ବ କୋଭିଡ୍ ପାଇଁ ନିଜ ଦେଶକୁ ବିଦେଶୀ ଆଗନ୍ତୁକଙ୍କୁ ବାରଣ କରିଛି ସାଉଦୀ ଆରବ May 23, 2022 ଜେଦ୍ଦା: ମଇ ୨୩: କିଛିଦିନ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତାର ନାଗରିକମାନଙ୍କ ପ୍ରତି…