କୋଭିଡ୍ ପାଇଁ ନିଜ ଦେଶକୁ ବିଦେଶୀ ଆଗନ୍ତୁକଙ୍କୁ ବାରଣ କରିଛି ସାଉଦୀ ଆରବ
ଜେଦ୍ଦା: ମଇ ୨୩: କିଛିଦିନ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତାର ନାଗରିକମାନଙ୍କ ପ୍ରତି…