ଖେଳ ଆଜି ଭାରତ-ବାଂଲାଦେଶ ମୁକାବିଲା, ବର୍ଷା ସାଜିପାରେ ଖଳନାୟକ Nov 2, 2022 ଆଡିଲେଡ୍ : ଟି-୨୦ ବିଶ୍ୱକପର ସୁପର-୧୨ ଗ୍ରୁପ-୨ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ । ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆଡିଲେଡ୍ରେ ଆରମ୍ଭ ହେବ । ସେମିଫାଇନାଲ…
ଖେଳ ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍ ମଞ୍ଜୁରି Sep 15, 2022 ଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି…
ଖେଳ ୟୁଏସ୍ ଓପନ ପ୍ରିକ୍ୱାର୍ଟରରେ ନାଦାଲ, ଅଲକାରାଜ, ସ୍ୱିତେକ Sep 6, 2022 ନୁ୍ୟୟର୍କ : ଚଳିତ ୟୁଏସ୍ ଓପନରେ ପ୍ରିକ୍ୱାର୍ଟର ଫାଇନାଲରେ ଦୁଇ ସ୍ପେନ୍ ତାରକା ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ ଓ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲକାରାଜଙ୍କ ସହ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଈଗା…
ଖେଳ ଦ୍ୱିତୀୟ ଦିନିକିଆ: ଆଗୁଆ ଶୃଙ୍ଖଳା ଜିତିଲା ଭାରତ Jul 26, 2022 ପୋର୍ଟ ଅଫ୍ ସ୍ପେନ୍ : ସ୍ପିନର ଅକ୍ଷର ପଟେଲଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ଘରୋଇ େୱଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଆଗୁଆ ୨-୦ରେ ପକେଟସ୍ଥ କରିଦେଇଛି । ପୋର୍ଟ ଅଫ୍ ସ୍ପେନ୍ରେ…
ଖେଳ ମହିଳା ହକି ବିଶ୍ୱକପ୍: ଟାଇଟଲ ବଜାୟ ରଖିଲା ନେଦରଲାଣ୍ଡସ୍ Jul 19, 2022 ଟେରାସା : ଏଫ୍ଆଇଏସ୍ ମହିଳା ହକି ବିଶ୍ୱକପ୍ ଟାଇଟଲ ବଜାୟ ରଖିଛି ନେଦରଲାଣ୍ଡସ୍ । ଅନୁଷ୍ଠିତ ଫାଇନାଲରେ ନେଦରଲାଣ୍ଡସ୍ ୩-୧ ଗୋଲ୍ରେ ଆର୍ଜେଣ୍ଟିନାକୁ ଧାରାଶାୟୀ କରି ଏହି ସଫଳତା ପାଇଛି । ପୂର୍ବତନ ଭାରତୀୟ ହକି ଦଳର…
ଖେଳ ଅନ୍ତର୍ଜାତୀୟ କ୍ରିକେଟକୁ ମୋର୍ଗାନଙ୍କ ବାଏ ବାଏ Jun 30, 2022 ଦିଲ୍ଲୀ: ଜୁନ୍ ୩୦: ସରିଗଲା ଇଓନ ମୋର୍ଗାନ ଯୁଗ । ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି । କାରଣ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ…
ଖେଳ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ Jun 25, 2022 ଭୁବନେଶ୍ୱର : ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇ ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ…
ଖେଳ ଲଡ୍ର୍ସ ଟେଷ୍ଟ: ନୁ୍ୟଜିଲାଣ୍ଡ ଅଗ୍ରଣୀ Jun 4, 2022 ଲଡ୍ର୍ସ: ଲଡ୍ର୍ସ ଟେଷ୍ଟରେ ନୁ୍ୟଜିଲାଣ୍ଡର ସ୍ଥିତି ମଜଭୁତ ରହିଛି । ପ୍ରଥମ ଇନିଂସରେ ନୁ୍ୟଜିଲାଣ୍ଡ ୧୩୨ ରନ୍ କରି ଅଲ୍ଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ୧୪୧ ରନ୍ରେ ସୀମିତ ରହିଥିଲା । ଦ୍ୱିତୀୟ ଦିବସ ଚା’ ପାନ ବିରତି…
ଖେଳ ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ Jun 2, 2022 ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର…
ଖେଳ ୱାନଡେ ସିରିଜ୍ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍ଟିମାଟମ୍ Dec 9, 2021 ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି…