ଖେଳ ଆଉ ଏକ ପଦକ ପାଇଲା ଭାରତ: ସୁଟିଂରେ ବ୍ରୋଞ୍ଜ ଆଣିଲେ ସିଂହରାଜ Aug 31, 2021 ଦିଲ୍ଲୀ: ଅଗଷ୍ଟ ୩୧: ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳୀ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ଭାରତର ଗୌରବ ବଢ଼ାଇଉଛନ୍ତି । ଆଜି ପୁରୁଷ ସୁଟିଂରେ ସିଂହରାଜ ଅଧାନା ନିଜର ପ୍ରତିଭା ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି…
ଖେଳ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ Aug 7, 2021 ଦିଲ୍ଲୀ: ଅଗଷ୍ଟ ୭: ପୁରୁଷ ଫ୍ରିଷ୍ଟାଲ କୁସ୍ତିରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ବଜରଙ୍ଗ ଆଜି କାଜାକସ୍ତାନ ଖେଳାଳୀ ଦୌଲେତ ନିୟାଜ ବେକୋଙ୍କୁ ୮-୦ରେ ପରାସ୍ତ କରିଛନ୍ତି । ୬୫…
ଖେଳ ମହିଳା ଗଲ୍ଫରେ ପଦକ ଆଶା ମଉଳିଲା Aug 7, 2021 ଦିଲ୍ଲୀ: ଅଗଷ୍ଟ ୭: ମହିଳା ସିଙ୍ଗଲ ଗଲ୍ଫ ଖେଳରେ ଭାରତୀୟ ଖେଳାଳୀ ଆଦିତି ଅଶୋକ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତକାଲି ଶେଷ ହୋଇଥିବା ତୃତୀୟ ରାଉଣ୍ଡରେ ଆଦିତି ଭଲ ପଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଆଜିର…
ଖେଳ ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାସ୍ତ ହେଲା ଦଳ Aug 6, 2021 ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ…
ଖେଳ ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ପାଇଛି ଅଲମ୍ପିକ୍ସରେ ପଦକ Aug 5, 2021 ଭୁବନେଶ୍ୱର: ଅଗଷ୍ଟ ୫: ପ୍ରାୟ ଚାରି ଦଶକର ଅପେକ୍ଷା ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ୍ସରେ ପଦକ ହାସଲ କରି ଇତିହାସ ରଚିଛି । ୧୯୮୦ ମସିହାରେ ହକି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରଠାରୁ ଭାରତ ହକିରେ ପଦକ…
ଖେଳ ଫାଇନାଲ୍କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି Aug 3, 2021 ଦିଲ୍ଲୀ: ଅଗଷ୍ଟ ୩: ଟୋକିଓ ଅଲମ୍ପିକ୍ସରେ ଆଜି ସକାଳ ୭ଟାରେ ଖେଳାଯାଇଥିବା ପୁରୁଷ ହକି ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ପରାସ୍ତ ହୋଇଯାଇଛି । ଭାରତର ଫାଇନାଲରେ ଖେଳିବା ଆଶା ମଉଳିଯାଇଛି । ସେମିଫାଇନାଲ୍ ମ୍ୟାଚ୍ରେ…
ଖେଳ ଜାପାନ ଖେଳାଳୀଙ୍କୁ ହରାଇ ସେମିଫାଇନାଲ୍ରେ ସିନ୍ଧୁ Jul 30, 2021 ଦିଲ୍ଲୀ:ଜୁଲାଇ ୩୦: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସ ଖେଳରେ ନିଜ କମାଲ୍ ଦେଖାଇଛନ୍ତି । ସେ ଜାପାନର ଅକାନେ ୟାମାଗୁଚିଙ୍କୁ ପରାସ୍ତ କରି ସେମି ଫାଇନାଲ୍କୁ ଉତୀର୍ଣ୍ଣ ହୋଇଛନ୍ତି । ୫୬…
ଖେଳ ଅଲମ୍ପିକ୍ସରେ ଭାରତୀୟ ଖୋଳାଳୀଙ୍କ ଭଲ ପ୍ରଦର୍ଶନ Jul 29, 2021 ଭୁବନେଶ୍ୱର: ଜୁଲାଇ ୨୯: ଟୋକିଓ ଅଲମ୍ପିକ୍ସର ଆଜି ସପ୍ତମ ଦିନରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁରୁଷ ସିଙ୍ଗଲସ୍୍ ତୀରନ୍ଦାଜରେ ଅତନୁ ଦାସ ବିଜୟୀ ହୋଇ ନିଜ ସ୍ଥାନକୁ ମଜଭୁତ୍ କରିଛନ୍ତି । ସେ ଦୁଇଥରର…