କଳାହାଣ୍ଡିରେ ବଢ଼ୁଛି ସଡ଼କ ଦୁର୍ଘଟଣା: ୬ ମାସରେ ରାସ୍ତାରେ ଗଡ଼ିଲାଣି ୮୪ ମୁଣ୍ଡ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କ୍ରମାଗତ ଭାବେ ଦୁର୍ଘଟଣାମାନ ଘଟୁଥିବା ଲକ୍ଷ କରାଯାଇଛି । ବିଶେଷ କରି ବାଇକ୍ ଦୁର୍ଘଟଣା ଅଧିକ ମାତ୍ରାରେ ବୃଦ୍ଧିପାଉଥିବା କାରଣରୁ, ପୋଲିସର ଚିନ୍ତା ବଢୁଛି । ଦୃତଗତିରେ ଗାଡ଼ି ଚଳାଇବା…