ଓଡ଼ିଶା ରାଜ୍ୟର ଏକମାତ୍ର ମହିଳା ପ୍ଲମ୍ବର Jun 27, 2022 ଭୁବନେଶ୍ୱର: ସିଭିଲ୍ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ ପରେ ଭୁବନେଶ୍ୱରର ଶତାବ୍ଦୀ ସାହୁ ଚାକିରି କରିବା ପରିବର୍ତ୍ତେ ଏପରି ଏକ କାମକୁ ଚୟନ କଲେ, ଯାହାକୁ ନେଇ ସେ କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ପରିଚିତ ହୋଇଛନ୍ତି ।…