ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନଙ୍କୁ କ୍ଲିନ୍ଚିଟ୍
ମୁମ୍ବାଇ: ମେ ୨୭: କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟାନ ଖାନ୍ଙ୍କୁ ଏନ୍ସିବି ପକ୍ଷରୁ କ୍ଲିନ୍ଚିଟ୍ ମିଳିଛି । ତେବେ ଏହି କ୍ଲିନ୍ଚିଟ୍ରେ ଆର୍ୟାନଙ୍କ ନାମ ରହିନଥିବା ସୂଚନା ମଳିଛି ।…