କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୧୪ ବିରୋଧୀ ଦଳ
ନୂଆଦିଲ୍ଲୀ, ୨୪/୩ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ୧୪ଟି ବିରୋଧୀ ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କଂଗ୍ରେସ ନେତୃତ୍ବରେ ୧୪ଟି ବିରୋଧୀ ଦଳ ଆଜି…