ଦେଶ- ବିଦେଶ ୬-୮ ସପ୍ତାହ ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା ୨୦୨୨ Feb 4, 2022 ଭୁବନେଶ୍ୱର: ଫେବୃଆରୀ ୦୪: କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣ।ଳୟ ନିଟ୍ ପିଜି ୨୦୨୨ ପରୀକ୍ଷ। ତ।ରିଖକୁ ଛଅରୁ ଆଠ ସପ୍ତ।ହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ସ୍ୱ।ସ୍ଥ୍ୟସେବ। ନିର୍ଦ୍ଦେଶକ ଏକ ବିଜ୍ଞପ୍ତିରେ ଏହାର ତାରିଖ ଘୁଞ୍ଚିବା…
ଦେଶ- ବିଦେଶ ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଧ୍ୟତାମୂଳକ ନୁହେଁ ଟିକାକରଣ Jan 17, 2022 ନୂଆଦିଲ୍ଲୀ: ଜାନୁଆରୀ ୧୭: କୋଭିଡ ଟିକ।କରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ର।ୟ । ବିନା ଇଚ୍ଛାରେ ବା ବାଧ୍ୟତାମୂଳକ ଭାବରେ ଦିଆଯାଇ ପାରିବନି କୋଭିଡ ଟୀକା। ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବର୍ତ୍ତମାନର…
ଦେଶ- ବିଦେଶ ଦିଲ୍ଲୀ ପ୍ରଦୂଷଣ ବିପଦ : ରାଜ୍ୟକୁ ୨୪ ଘଣ୍ଟିଆ ଅଲ୍ଟିମେଟମ ଦେଲା ସୁପ୍ରିମକୋର୍ଟ Dec 2, 2021 ଦିଲ୍ଲୀ: ଡିସେମ୍ବର ୦୨: ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ୨୪ ଘଣ୍ଟିଆ ଅଲ୍ଟିମେଟମ ଦେଇଛନ୍ତି । ଏହାସହିତ ରାଜ୍ୟ…
ଦେଶ- ବିଦେଶ ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍ସର Dec 2, 2021 ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ…
ଦେଶ- ବିଦେଶ ଦିଲ୍ଲୀରେ ହେବ ଲକଡାଉନ୍ Nov 15, 2021 ଦିଲ୍ଲୀ: ନଭେମ୍ବର ୧୫: ଦିଲ୍ଲୀର ବାୟୁ ଧୀରେ ଧୀରେ ପ୍ରଦୂଷିତ ହୋଇ ବିପଦ ଆଡ଼କୁ ମୁହାଁଇଲାଣି । ସକାଳୁ ସକାଳୁ ଘରୁ ବାହରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି । ଏହିପରି କି ଦିଲ୍ଲୀ ଲୋକ ଘରେ ଘରେ ମାସ୍କ ପିନ୍ଧି ବୁଲୁଛନ୍ତି ।…
ଦେଶ- ବିଦେଶ ଲଖୀମପୁର ଖେରି ଘଟଣା: କୋର୍ଟର ସମନ ପରେ ମଧ୍ୟ ହାଜର ହେଲେନି କେନ୍ଦ୍ରମନ୍ତ୍ରୀଙ୍କ ପୁଅ Oct 8, 2021 ଲଖୀମପୁର: ଅକ୍ଟୋବର ୦୮: ଲଖୀମପୁର ଖେରି ହିଂସାକାଣ୍ଡରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ମୁଖ୍ୟ ଅଭିଯୁକ୍ତ କହିଛି । ତେବେ ଏନେଇ ସୁପ୍ରିମକୋର୍ଟ ତାଙ୍କ ଘରକୁ ଏକ ସମନ କରିଥିଲା । ଦିନ ୧୦ଟା ସୁଦ୍ଧା…
ଦେଶ- ବିଦେଶ ଲଖୀମପୁର ଖେରି ହିଂସାକାଣ୍ଡ: ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ Oct 7, 2021 ଉତ୍ତରପ୍ରଦେଶ: ଅକ୍ଟୋବର ୦୭: ଲଖୀମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଶାଣି ହୋଇଛି । ଏଥିରେ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍…
ଦେଶ- ବିଦେଶ ନଭେମ୍ବର ମାସ ଏନ୍ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା Sep 22, 2021 ଦିଲ୍ଲୀ: ସେପ୍ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ…
ଦେଶ- ବିଦେଶ ମହିଳାଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର… Sep 8, 2021 ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ…
ଦେଶ- ବିଦେଶ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ଅଧିକାର ସମାନ Aug 11, 2020 ଭୁବନେଶ୍ୱର : ଅଗଷ୍ଟ ୧୧:ଏଣିକି ପୈତୃକ ସମ୍ପତ୍ତିରେ ପୁଅ ସହିତ ଝିଅଙ୍କର ମଧ୍ୟ ସମାନ ଭାଗ ରହିବ । ସମ୍ପତ୍ତି ବଣ୍ଟନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର ପୁଣି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…