ବାୟୁସେନା ପକ୍ଷରୁ ଆସନ୍ତା କାଲି ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ’
ଭୁବନେଶ୍ୱର: ଆସନ୍ତାକାଲି ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ବାୟୁସେନା ପକ୍ଷରୁ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ହେବାକୁ ଯାଉଛି । ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ…