ସୁପ୍ରିମ୍ କୋର୍ଟ: କରୋନା ଭାଇରସ୍ ଟିକା ନେବା ପାଇଁ ବାଧ୍ୟ କରାଯିବ ନାହିଁ
ନୂଆଦିଲ୍ଲୀ: ମେ ୦୨: ଦେଶରେ ଆଜି କରୋନା ଭାଇରସ୍ ଟିକାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କରୋନା ଭାଇରସ୍ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।…