ତେଲଙ୍ଗନାର ଏକ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଜଳିଗଲେ , ମୃତକଙ୍କ ପରିବାରଙ୍କୁ ମିଳିବ ୫ ଲକ୍ଷ…
ହାଇଦ୍ରାବାଦ: ମାର୍ଚ୍ଚ ୨୩: ତେଲଙ୍ଗନାର ସେକୁନ୍ଦରାବାଦ୍ଠାରେ ଥିବା ଏକ କବାଡ଼ି ଗୋଦାମରେ ଭୋର ୪ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୧ ଜଣ ଜୀବନ୍ତ ଜଳିଯାଇଥିଲା ବେଳେ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର…