ଦେଶ- ବିଦେଶ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ Oct 27, 2021 କୋଲକାତା: ଅକ୍ଟୋବର ୨୭: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଅଯାଇଛି । ଏନେଇ ତାଙ୍କ ପତ୍ନୀ ସୋନାଲିଚକ୍ରବର୍ତ୍ତୀଙ୍କ ପାଖକୁ ଏକ ଚିଠି ଆସିଛି…