ଅପରାଧ ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ Jul 21, 2021 ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର…