ଦେଶ- ବିଦେଶ ତିହାର ଜେଲ୍ରେ ହିଂସା: ୧୫ କଏଦୀ ଗୁରୁତର ଆହତ Apr 22, 2022 ଦିଲ୍ଲୀ: ଏପ୍ରିଲ ୨୨: ଦିଲ୍ଲୀର ତିହାର ଜେଲରେ ପୁଣି ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜେଲ୍ରେ ଥିବା ୮ ଏବଂ ୯ ନମ୍ବର କୋଠରୀରେ ଥିବା କଏଦୀଙ୍କ…