Browsing Tag

tourist at sambalpure

ବରପାଲିରେ ପ୍ରାଚୀନ ବସତିର ସନ୍ଧାନ ପାଇଁ ଜିଏମ୍‌ୟୁର ଅନେ୍ୱଷଣ

ସମ୍ବଲପୁର : ଐତିହାସିକ ଅସୁରଗଡ଼ ଶୃଙ୍ଖଳର ପ୍ରାଚୀନ ଜନବସତିସ୍ଥଳ ଓ ସେ ସମୟର ସଂସ୍କୃତିର ବିକାଶଧାରା ସନ୍ଧାନ କରିବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଇତିହାସ ବିଭାଗ ପକ୍ଷରୁ ଉତ୍‌ଖନନ ପ୍ରକଳ୍ପ ଆରମ୍ଭ…

ଏଣିକି ସକାଳ ୬ଟାରୁ ରାତି ୯ଟା ସମଲେଶ୍ୱରୀ ମନ୍ଦିର ଦର୍ଶନ

ସମ୍ବଲପୁର : ବଢିଲା ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ । ସାଧାରଣ ଦର୍ଶନ ପାଇଁ ଅନୁମତି ସମୟ ବଢିଲା । ଏଣିକି ସକାଳ ୬ଟାରୁ ରାତ୍ରି ୯ଟା ଯାଏଁ ମା’ ସମଲେଶ୍ୱରୀଙ୍କୁ ଭକ୍ତ କରିପାରିବେ ଦର୍ଶନ । ମଧ୍ୟାହ୍ନ ୧୨ଟାରୁ ୧୨.୩୦,…

ଆସିଲା ପିକ୍‌ନିକ୍‌ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼

ସମ୍ବଲପୁର/ବୁର୍ଲା : ଏବେ ଶୀତ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ସମ୍ବଲପୁର ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ଲାଗିରହିଛି । ସମ୍ବଲପୁରକୁ ଆସୁଥିବା ଓ ଏହି…