ବିଶ୍ବ ମ୍ୟାପ୍ରୁ ହଟିଲା ବିଷାକ୍ତ ସହର ଚେର୍ନୋଭିଲ୍ Sep 1, 2022 ବିଶ୍ୱର ବହୁ ସ୍ଥାନ ଭିନ୍ନ ଭିନ୍ନ କାରଣରୁ ପ୍ରସିଦ୍ଧି ଅର୍ଜନ କରିଛି । କିଛି ସ୍ଥାନ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ତ ଆଉ କିଛି ଐତିହାସିକ କୀର୍ତ୍ତିରାଜି କାରଣରୁ । ଆଜି କିନ୍ତୁ ଆମେ ଯେଉଁ ସ୍ଥାନ ବିଷୟରେ କହିବାକୁ…