ଗଣ୍ଡାଘାଟିର ପାତ୍ରପୁଟକୁ ଆଜି ବି ପକ୍କା ରାସ୍ତା ନାହିଁ: ଭତ୍ତା ଓ ପିଡିଏସ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୫ କିମି
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ହେଉଛି ବଣ୍ଡାଘାଟି । ଏହି ବଣ୍ଡାଘାଟିରେ ବାସ କରୁଥିବା ଲୋକେ ଆଜି ବି ଅଭିଶପ୍ତ ଜୀବନ କାଟୁଛନ୍ତି । ବର୍ତ୍ତମାନ ଖଇରପୁଟ ବ୍ଲକ ସଦର ମହକୁମାରୁ ଘାଟି…