ଓଡ଼ିଶା ଭୁବନେଶ୍ୱର ରେ ୬୦ ଓ କଟକ ରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ Jul 16, 2020 ଭୁବନେଶ୍ୱର: ଜୁଲାଇ ୧୬: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୬୦ ଜଣ କରୋନା ଆକ୍ରାନ୍ତ I ସେଥିରୁ, ୪୦ ଜଣ quarantine ରେ…