ଭିଡିଓ କରୁଥିବା ବେଳେ ପଡିଲା ରୁଷ ର ମିସାଇଲ ଆଉ ତା’ପରେ …ଦେଖନ୍ତୁ
ୟୁକ୍ରେନ : ରୁଷ ୟୁକ୍ରେନ ଯୁଦ୍ଧକୁ ୮ ମାସ ପୂରିବାକୁ ବସିଲାଣି I ଅନେକ ମୃତାହତ ସତ୍ଵେ ଯୁଦ୍ଧ ଥମିନାହିଁ I ବର୍ତ୍ତମାନ ସୁଦ୍ଧା ୟୁକ୍ରେନବାସୀ ଭୟ ଏବଂ ବନ୍ଦୀ ଅବସ୍ଥାରେ ଜୀବନ ବିତାଉଛନ୍ତି I ତେବେ କ୍ରିମିଆ ରେ ବିସ୍ଫୋରଣ…