ଖେଳ ଫିଫାର ଜୁନିୟର ମହିଳା ବିଶ୍ୱକପ୍ ନେଇ ଭାରତରେ ଉତ୍ସୁକତା Sep 16, 2022 ନୂଆଦିଲ୍ଲୀ : ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି । ଏହା…