Feature ନିଆରା ରୂପରେ କାଗଜ ବ୍ୟାଗ Sep 7, 2021 କର୍ଣ୍ଣାଟକ: ସେପ୍ଟେମ୍ବର ୭: ପ୍ଲାଷ୍ଟିକ୍ ବର୍ଜନ ଅଭିଯାନ ସମସ୍ତ ଦେଶରେ ଚାଲିଛି । ଲୋକମାନେ ପ୍ଲାଷ୍ଟିକ୍ ବଦଳରେ ଇକୋଫ୍ରେଣ୍ଡଲି ବ୍ୟାଗ୍ ବ୍ୟବହାର କରୁଛନ୍ତି । ହେଲେ ଏହି ବ୍ୟାଗଗୁଡିକ ମାଛ, କ୍ଷୀର ପ୍ୟାକେଟ୍…